ଜନନାୟକ କଳ୍ପତରୁଙ୍କୁ ଶ୍ରଦ୍ଧାଞ୍ଜଳି

ଧର୍ମଶାଳା() ବିଷିଷ୍ଟ ଜନନାୟକ ପୂର୍ବତନ ମନ୍ତ୍ରୀ ତଥା ଧର୍ମଶାଳାର ପୂର୍ବତନ ବିଧାୟକ ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । କରୋନା କଟକଣା ମଧ୍ୟରେ ଏହି ଉତ୍ସବ ଚିରାଡମ୍ବର ଭାବରେ ପାଳନ କରାଯାଇଥିଲା ।

ଏହି ଅବସରରେ କଳ୍ପତରୁଙ୍କ ନାମରେ ନାମିତ ଜାରକା ଷ୍ଟାଡିୟମ ଠାରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କଳ୍ପତରୁଙ୍କ ପ୍ରଶଂସକ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

2 + 8 =