ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

କଳାହାଣ୍ଡି()  ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ବିଶାଖାପାଟଣାରୁ ଝୁସେଲଗୁଡ଼ା ଅଭିମୁଖେ ଯାଉଥିବା ସମୟରେ ଟ୍ରକକୁ ପିଟିଲା ୱାଗନର୍ କାର୍ । ଘଟଣାସ୍ଥରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ହିଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

three × five =