ଜୁଲାଇ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହଲିଡେ କ୍ୟାଲେଣ୍ଡର ଅନୁସାରେ ଜୁଲାଇରେ ୬ ଦିନ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ଏହି ଭଳି ଅନ୍ୟ ୯ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ତେବେ ଏହି ଛୁଟି ସାରା ଦେଶରେ ହେବନି ବରଂ ଅଲଗା ଅଲଗା ରାଜ୍ୟରେ ଭିନ୍ନ ରହିବ । ଏହିଭଳି ସମୁଦାୟ ୧୫ ଦିନ ବ୍ୟାଙ୍କରେ କୌଣସି କାମ ହେବନି । ଆସନ୍ତୁ ଜାଣିବା କେବେ କେବେ ବ୍ୟାଙ୍କ ବନ୍ଦ ରହିବ ।

୧୨ ଜୁଲାଇ- ରଥଯାତ୍ରା
୧୩ ଜୁଲାଇ- ଭାନୁ ଜୟନ୍ତୀ- ଗ୍ୟାଙ୍ଗଟକ୍
୧୪ ଜୁଲାଇ- ଦ୍ରୁପଦା ଜୟନ୍ତୀ- ଗ୍ୟାଙ୍ଗଟକ୍
୧୬ ଜୁଲାଇ- ହରେଲା- ଦେହରାଦୁନ୍
୧୭ ଜୁଲାଇ- ଖରଚି ପୂଜା- ଅଗରତଲା/ଶିଲାଙ୍ଗ
୧୯ ଜୁଲାଇ- ଗୁରୁ ରିପୋଞ୍ଚେଙ୍କ ଥୁଙ୍ଗକର ଶେଚୁ- ଗ୍ୟାଙ୍ଗଟକ୍
୨୦ ଜୁଲାଇ- ବକରିଦ୍
୨୧ ଜୁଲାଇ- ବକରିଦ୍(ଇଦ-ଉଲ-ଜୁହା)
୩୧ ଜୁଲାଇ- କେର ପୂଜା- ଅଗରତଲା
ଜୁଲାଇରେ ବ୍ୟାଙ୍କର ସାପ୍ତାହିକ ଛୁଟି
୪ ଜୁଲାଇ- ରବିବାର
୧୦ ଜୁଲାଇ- ମାସର ଦ୍ୱିତୀୟ ଶନିବାର
୧୧ ଜୁଲାଇ- ରବିବାର
୧୮ ଜୁଲାଇ- ରବିବାର
୨୪ ଜୁଲାଇ- ମାସର ଚତୁର୍ଥ ଶନିବାର
୨୫ ଜୁଲାଇ- ରବିବାର

Share

Leave a Reply

Your email address will not be published. Required fields are marked *

three + 9 =