ଗଣମାଧ୍ୟମ ପାଇଁ ଆଡ଼ଭାଇଜରି ଜାରି

ଭୁବନେଶ୍ୱର() ଲକ ଡାଉନ ପାଇଁ ଓଡ଼ିଶା ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି।ଏହାସହ ୩ଦିନ ହବ ବାହାର ରାଜ୍ୟରୁ ଶ୍ରମିକ ମାନେ ଫେରୁଛନ୍ତି। ତେଣୁ ସେମାନଙ୍କ ଠାରୁ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଉସ୍ଚୁକ ରହିବା ସ୍ୱାଭାବିକ। କିନ୍ତୁ ଅନ୍ୟପଟେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକ ମାନଙ୍କ ପାଇଁ ଗାଇଡ଼ ଲାଇନ ଜାରି ହୋଇଛି। ପ୍ରବାସୀ ଓଡ଼ିଆ ଙ୍କ ଫେରିବା ଜାଗା , ରେଳ ଷ୍ଟେସନ / ବସ ଷ୍ଟାଣ୍ଡ କିମ୍ବା ଆଇସୋଲେସନ ଓ quarantine ସେଣ୍ଟର କୁ ମିଡ଼ିଆ /ପ୍ରେସ୍ ଭାଈ ମାନେ ନ ଯିବା ପାଈଁ ଓଡ଼ିଶା ସରକାର ଆଡ଼ଭାଇଜରି ଜାରୀ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − five =