ଜେଇଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଞ୍ଜାମ: ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ । ଭଞ୍ଜନଗର ଲଣ୍ଡେଇ ସାହିରେ ଘର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଘର ଭିତରୁ ଗନ୍ଧ ଆସିବାରୁ ପୋଲିସକୁ କବର ଦେଇଥିଲେ ପଡୋଶୀ । ମୃଢତ ମହିଳା ଜଣକ ହେଲେ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ତେବେ ତାଙ୍କ ମୃତ୍ୟୁ ୪ରୁ ୫ଦିନ ହେବ ହୋଇଥିବା ଅନୁମାନ କରୁଛି ପୋଲିସ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।

Share

Leave a Reply

Your email address will not be published. Required fields are marked *

one + 6 =