ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ରାଜ୍ୟର କିଛି ଧର୍ମାନୁଷ୍ଠାନ ଖୋଲିଛି । ତେବେ ଶ୍ରୀମନ୍ଦିର କେବେ ଖୋଲିବ ତାକୁ ନେଇ ସବୁଠି ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ । ପ୍ରଥମ ୫ଦିନ କେବଳ ପୁରୀ ବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ୨୩ରୁ ତାରିଖରୁ ଭକ୍ତଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର ।

Share

Leave a Reply

Your email address will not be published. Required fields are marked *

one × two =