ଜଗନ୍ନାଥ ଲେଙ୍କାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହୋଇଛନ୍ତି ପ୍ରଫେସର ଜଗନ୍ନାଥ ଲେଙ୍କା । ଜଗନ୍ନାଥ ଲେଙ୍କାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଓଡ଼ିଶା ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ ଜଗନ୍ନାଥ ।

Share

Leave a Reply

Your email address will not be published. Required fields are marked *

thirteen + 6 =