୨୬ତାରିଖଠାରୁ ଲଘୁଚାପ ପ୍ରଭାବରେ  ପୁଣି ବଷର୍ିବ 

ଭୁବନେଶ୍ବର: ୨୬ତାରିଖଠାରୁ ସକ୍ରିୟ ହେବ  ଆଉ ଏକ ଲଘୁଚାପ । ଆସନ୍ତା ୨୫ରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ୨୬ତାରିଖଠାରୁ ଲଘୁଚାପ ସକ୍ରିୟ ହେବା ସହିତ କଟକ, ପୁରୀ, ବାଲେଶ୍ବର, ଜଗତସିଂହପୁର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Share

Leave a Reply

Your email address will not be published. Required fields are marked *

3 × 1 =