ଉମାଶଙ୍କର ଦାସ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ

ଭୁବନେଶ୍ୱର() ମଙ୍ଗଳବାର ରାଜ୍ୟ ସରକାର  ଆଇପିଏସ ସ୍ତରରେ  ଏକ ବଡ଼ଧରଣର ଅଦଳ ବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ  ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି । ତଦନୁଯାୟୀ ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପିଭାବେ ନିଯୁକ୍ତ କରାଯାଇଥିବାବେଳେ  ପ୍ରତୀକ ସିଂହଙ୍କୁ କଟକ ଡିସିପିଭାବେ ନିଯୁକ୍ତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 − 4 =