IPS ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସଞ୍ଜିବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି । ଅରୁଣ ବୋଥ୍ରା ହେଲେ ପରିବହନ କମିଶନର । ରାଧାକୃଷ୍ଣ ଶର୍ମା ଆଇନ ଶୃଙ୍ଖଳା ଏଡିଜି । ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି । ସୁଧାଂଶୁ ଷଢ଼ଙ୍ଗୀ ଗୃହ ବିଭାଗ ଓଏସଡି ।

Share

Leave a Reply

Your email address will not be published. Required fields are marked *

seventeen − 4 =