ସେପ୍ଟେମ୍ବର ୧୯ରୁ IPL ଆରମ୍ଭ

ନୂଆଦିଲ୍ଲୀ()  ସେପ୍ଟେମ୍ବର ୧୯ରୁ ସଂଯୁକ୍ତ ଆରବ ଏମିରେଟସରେ ଆଇପିଏଲ କ୍ରିକେଟ ଖେଳାଯିବ । ସେହିପରି ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟକୁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଦୁବାଇ, ଆବୁଧାବି ଓ ଶାରଜାହରେ ଆଇପିଏଲ ମ୍ୟାଚ ଖେଳାଯିବା ନେଇ ଆଇପିଏଲ ଅଧ୍ୟକ୍ଷ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ୨୯ରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଥିଲା । କରୋନା ପାଇଁ ଏପ୍ରଲ ୧୬ରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଥିଲା ବିସିସିଆଇ ।

Share

Leave a Reply

Your email address will not be published. Required fields are marked *

14 + 16 =