ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ, ପ୍ରଦୀପ ସିଂହ ଆଇଏଏସ ଟପ୍ପର

ଭୁବନେଶ୍ୱର()  ଆଜି ପ୍ରକାଶ ପାଇଛି ୟୁନିଅନ ପବ୍ଲିକ ସର୍ଭିସ ପରୀକ୍ଷା ଫଳ । ଏଥିରେ ପ୍ରଦୀପ ସିଂହ ଆଇଏଏସ ଟପ୍ପର ହୋଇଥିବା ଜଣାଯାଇଛି ।  ସେହିପରି ଯତୀନ କିଶୋର ଦ୍ୱିତୀୟ ଓ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି ।  ମୋଟ ୮୨୯ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ର୍ୟାଙ୍କ ମିଳିଥିବାବେଳେ  ସଞ୍ଜିତା ମହାପାତ୍ରଙ୍କୁ ଦଶମ ର୍ୟାଙ୍କ ମିଳିଛି ।    ସେହିପରି ଓଡ଼ିଶାର ଅଂଶୁମାନ ରାଜଙ୍କୁ ୧୦୭ ର୍ୟାଙ୍କ ମିଳିଥିବାବେଳେ ଅନୁପ ଦାସଙ୍କୁ ୧୨୦ ର୍ୟାଙ୍କ ମିଳିଛି ।

Share

Leave a Reply

Your email address will not be published. Required fields are marked *

2 + 4 =