ରାଜ୍ୟ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର() ରାଜ୍ୟ ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ପି. ଅନ୍ୱେଶା ରେଡ୍ଡି ହୋଇଛନ୍ତି ମୟୂରଭଞ୍ଜର ଉପଜିଲ୍ଲାପାଳ । ସେହିପରି ପାଟିଲ ଆଶିଷ ଈଶ୍ୱର ବାଲେଶ୍ୱର ଉପଜିଲ୍ଲାପାଳ ହୋଇଥିବା ବେଳେ ଦିବାକର ଟି.ଏସ୍ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ହେମନ୍ତ କାନ୍ତ ସଏଙ୍କୁ କୋରାପୁଟ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 4 =