ବିଷ୍ଣୁପଦ ସେଠୀଙ୍କୁ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ

ଭୁବନେଶ୍ୱର() ରାଜ୍ୟ IAS ସ୍ତରରେ ଛୋଟ ଧରଣର ଅଦଳବଦଳ  ହୋଇଛି। କରୋନା ମୁକାବିଲା ବେଳେ ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ନିକୁଞ୍ଜ ବିହାରୀ ଧଳ ହେଲେ ଶକ୍ତି ବିଭାଗର ପ୍ରମୁଖ ସଚିବ। ସେହିପରି -ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ ଦିଆ ଯାଇଛି। ପୂର୍ବରୁ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ମଧ୍ୟ ରଖାଯାଇଥିଲା । ସନ୍ତୋଷ ଷଡ଼ଙ୍ଗୀ ହେଲେ ବିଜ୍ଞାନ ଓ କାରିଗରୀ କୌଶଳ ସଚିବ ।

Share

Leave a Reply

Your email address will not be published. Required fields are marked *

12 − 4 =