ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର

ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର । ୭ରାଜ୍ୟରେ ଡାକ୍ତରଙ୍କ ରହିଛି ୧୪ଟି ସ୍ତ୍ରୀ । ଅଭିଯୁକ୍ତ ଜଣଙ୍କ ହେଲେ ରମେଶ ସ୍ୱାଇଁ । ବିବାହ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । କମିଶନରେଟ ପୋଲିସ ଗିରଫ କରିଛି । ରମେଶ ଜଣେ ହୋମିଓପାଥି ଡାକ୍ତର । ତାଙ୍କ ବୟସ ୫୪ । ବିଭିନ୍ନ ରାଜ୍ୟରେ ବିବାହ କରିଛନ୍ତି ଏହି ଡାକ୍ତର । କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ,ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

3 × five =