ଆଦିତ୍ୟ ମହାପାତ୍ର ହେବେ ହାଇକୋର୍ଟ ଜଜ୍‌

ଭୁବନେଶ୍ୱର: ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ହାଇକୋର୍ଟ ବିଚାରପତି । ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି ମାନ୍ୟବର ରାଷ୍ଟ୍ରପତି । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ ଅକ୍ଟୋବର ୧୯ରେ ତିନି ନୂଆ ବିଚାରପତି ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧା କ୍ରିଷ୍ଣନ୍ ପଟ୍ଟନାୟକ ଏବଂ ଜଷ୍ଟିସ ଶଶୀକାନ୍ତ ମିଶ୍ର ହାଇକୋର୍ଟର ବିଚାରପତି ଭାବରେ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − fifteen =