ନବୀନ ନିବାସ ଘେରିବେ ଓକିଲ

କଟକ—ଓକିଲଙ୍କୁ ପୁଲିସ ମାଡ ମାରିବା ଘଟଣା ନେଇ କଟକରେ ଆଇନଜୀବୀ ଆନ୍ଦୋଳନ ଥମିବାକୁ ନାହିଁ । ଆସନ୍ତାକାଲି ହାଇକୋର୍ଟ ଓକିଲମାନେ କଟକର ସମସ୍ତ ସରକାରୀ ଅଫିସକୁ ଅଚଳ କରିବା ପାଇଁ ନିଷ୍ପତି ହୋଇଛି । ଓଡିଶା ହାଇକୋର୍ଟ ବାର ଆସୋସିଏସନ ଏହି ନିଷ୍ପତି ନେବା ସହିତ ଗୁରୁବାର ଦିନ ଆଇନଜୀବୀ ମାନେ ନବୀନ ନିବାସ ଘେରାଉ କରିବେ ବୋଲି ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − five =