ଏଣିକି ବିଧାୟକଙ୍କ ସ୍ତ୍ରୀ ଓ ସ୍ୱାମୀଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା

ଭୁବନେଶ୍ୱର() ଏଣିକି ଓଡିଶା ବିଧାନସଭାର ସଭ୍ୟମାନଙ୍କ ସ୍ତ୍ରୀ ଓ ସ୍ୱାମୀ ମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଅର୍ଥବିଭାଗ ଗ୍ରହଣ କରିଛି । ଏହା ପୂର୍ବରୁ ପୂର୍ବତନ ଏମଏଲଏ ମାନେ ମଧ୍ୟ ଏହି ଯୋଜନାରେ ଅନ୍ତଭୁକ୍ତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

five × 5 =