ରାଜଧାନୀରେ ଛାତ୍ରୀଙ୍କୁ ଗୁଳି ମାଡ

ଭୁବନେଶ୍ୱର() ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗୁଳି ମାଡ । ହୋଇଛି । ଇନଫୋସିଟି ଥାନା ଅଂଚଳରେ ଛାତ୍ରୀଙ୍କୁ ଗୁଳିମାଡ ହୋଇଛି । ଜଣେ ଯୁବକଙ୍କ ସହ ଛିଡା ହୋଇଥିବା ବେଳେ ଗୁଳିମାଡ ହୋଇଛି । ଛାତ୍ରୀଙ୍କୁ ଗୁଳିମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଛାତ୍ରୀଙ୍କ ଜଙ୍ଘରେ ଗୁଳି ବାଜିଛି । ଛାତ୍ରୀଙ୍କ ନାଁ ସୋନାଲି ବୋଲି ଜଣାପଡିଛି । ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve − five =