ସୁନା ଠକୁଛନ୍ତି ସୁନା ଦୋକନୀ

ଭୁବନେଶ୍ୱର() ସୁନା ଠକୁଛନ୍ତି ସୁନା ଦୋକନୀ । ଏନେଇ ଆଜି ବିଧାନସଭାରେ ତିନି ବର୍ଷର ତଥ୍ୟ ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ୨୦୧୬-୧୭ରେ ଆଦାୟ ହୋଇଛି ୫ଲକ୍ଷ ୮୨ ହଜାର ୫୦୦ ଟଙ୍କା । ୨୦୧୭-୧୮ରେ ଆଦାୟ ହୋଇଛି ୧୦ ଲକ୍ଷ ୨୯ ହଜାର ୪୮୦ ଟଙ୍କା । ସେହିଭଳି ୨୦୧୮-୧୯ରେ ଆଦାୟ ହୋଇଛି ୭ ଲକ୍ଷ ୭୩ ହଜାର ୩୫୦ ଟଙ୍କାର ଜରିମାନା । ମାପ ଓ ଓଜନରେ ଠକୁଥିବା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି ।

Share

Leave a Reply

Your email address will not be published. Required fields are marked *

twenty + seven =