ରେକର୍ଡ ସ୍ତରରେ ସୁନା ଦର

ଭାରତୀୟ ବଜାରରେ ସୁନାର ଦାମ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଘରୋଇ ଓ ବିଶ୍ୱରେ ସୁନା ଦର ବୃଦ୍ଧି ହେତୁ ରେକର୍ଡ ସର୍ବାଧିକ ହୋଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଆଜି ସକାଳ ୯ଟାରେ ସୁନା ଦର ୩୦୯ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୫୨,୪୧୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି ।

ଏହା ସହ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏମସିଏକ୍ସ ଉପରେ ରୂପା ୨ ପ୍ରତିଶତ ବୃଦ୍ଧି ପାଇ ୬୭,୦୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

nine − 3 =