ରୂପାନ୍ତରିତ ଏକାମ୍ରକ୍ଷେତ୍ରର ଏକ ଝଲକ

 

ଭୁବନେଶ୍ୱର () ପୁରୀ ଶ୍ରୀମନ୍ଦିର ପରେ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆରମ୍ଭ କରିଥିବା ଅଭିଯାନର ଝଲକ ଆଜି ଦେଖିବାକୁ ମିଳିଛି । ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ବିକାଶ ଏହି ଚିତ୍ର ଭକ୍ତ ଓ ପର୍ଯ୍ୟଟକଙ୍କୁ ବିମୋହିତ କରିଛି ।

ସନ୍ଧ୍ୟାର ଏହି ଚିତ୍ର ବର୍ଣ୍ଣନା କରୁଛି କିଭଳି ଭାବେ ଏବେ ପ୍ରଶସ୍ତ ରାସ୍ତା ଭକ୍ତଙ୍କୁ ସ୍ୱାଗତ କରୁଛି । କାହିଁ କେତେ ଦୂରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଏକାଦଶ ଶତାବ୍ଦୀର ଏହି କାରୁକାର୍ଯ୍ୟ ପୂର୍ଣ୍ଣ ଐତିହ୍ୟ ।

Share

Leave a Reply

Your email address will not be published. Required fields are marked *

ten + eleven =