କରୋନା ଓ୍ୱେବସାଇଟରେ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଭୁବନେଶ୍ୱର()  କରୋନା ଓ୍ୱେବସାଇଟ୍ରେ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୀତା ମେହେଟ୍ଟା ଦିଲ୍ଲୀ ପହଞ୍ଚିବା ପରେ ସରକାରୀ ଓ୍ୱେବାସାଇଟ୍ରେ ଏହି ପଞ୍ଜି କରଣ କରିଛନ୍ତି ।

ସରକାରୀ ପୋର୍ଟାଲ covid19.odisha.gov.inରେ ଏହି ପଞ୍ଜି କରଣ କରିଥିବା ସୂଚନା ମିଳିଛି । ବିଦେଶରୁ ରାଜ୍ୟକୁ ଫେରୁଥିବା ସମସ୍ତ ବ୍ୟକ୍ତି ଏହି ସାଇଟ୍ରେ ପଞ୍ଜି କରଣ କରି ନିଜ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଓ୍ୱେବସାଇଟ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 1 =