ପଦ୍ମଶ୍ରୀକୁ ଅଗ୍ରାହ୍ୟ କଲେ ଗୀତା

ଭୁବନେଶ୍ୱର () ପଦ୍ମଶ୍ରୀ ସମ୍ମାନକୁ ଅଗ୍ରାହ୍ୟ କଲେ ଗୀତା ମେହେଟା । ତାଙ୍କୁ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାର ଯୋଗ୍ୟ ବୋଲି ଭାବିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ସମ୍ମାନ ପାଇଁ ତାଙ୍କ ନାମ ଘୋଷଣାର ସମୟ ଠିକ ନୁହଁ ବୋଲି ସେ କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତାଙ୍କ ପଦ୍ମଶ୍ରୀ ସମ୍ମାନ କେନ୍ଦ୍ର ସରକାର ଓ ତାଙ୍କୁ ଅଡୁଆରେ ପକାଉଛି । ଏହିଦୃଷ୍ଟିରୁ ସେ ଦୁଃଖର ସହ ପଦ୍ମ ସମ୍ମାନକୁ ଅଗ୍ରାହ୍ୟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 − 2 =