୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ପାଡୁଆ ପୋଲିସକୁ ବଡ ସଫଳତା । ଓଡ଼ିଶା ଆନ୍ଧରପ୍ରଦେଶରର ସୀମାନ୍ତରୁ ନବରଙ୍ଗପୁର ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ । ଖୋଲା ଖୋଲି ପିକଅପ୍ ଭ୍ୟାନ ଭିତରେ ଚୋରା ଚାଲାଣ ବେଳେ ୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ କରିଛି ପାଡୁଆ ପୋଲିସ ।

କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ପାଡ଼ୁଆ ଥାନା ପୋଲିସ ପାଟ୍ରୋଲିଂ କରିଥିଲା । ଆନ୍ଧ୍ର ଆଡୁ ଦୃତଗତିରେ ଆସୁଥିବା ପିକଅପ ଭ୍ୟାନକୁ ଅଟକାଇବା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଜଙ୍ଗଲ ତ୍ତ୍ୱ ଓ ମାଓ ପ୍ରବଲ ଅଞ୍ଚଳରେ ପୋଲିସର ଏଭଳି ସଫଳତାକୁ ସାଧାରଣରେ ପ୍ରଂଶସା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 − nineteen =