ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧାହେଲେ ଦୁଇ କିନ୍ନର

ଭୁବନେଶ୍ୱର: ଲକଡାଉନରେ ଜମୁଛି ନିଶା କାରବାର । ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଦୁଇଜଣ କିନ୍ନରଙ୍କୁ ଧରିଛି ଆରପିଏଫ । ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ହେବ । ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । ଭୁବନେଶ୍ୱର ରେଲୱେ ଷ୍ଟେସନ ମାଷ୍ଟର କ୍ୟାଣ୍ଟିନରୁ ସେମାନଙ୍କ ନିକଟରୁ ଏହି ଗଞ୍ଜେଇ ଜବତ କରାଯାଇଛି । ତେବେ ଉଭୟଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

nineteen + fourteen =