ନିଯୁକ୍ତ ହେଲେ ୨ ନୂଆ କୂଳପତି

ଭୁବନେଶ୍ୱର() ରାଜ୍ୟପାଳ ତଥା କୂଳାଧିପତି ଗଣେଶିଲାଲ ଆଜି ରାଜ୍ୟର ଦୁଇଟି ବିଶ୍ୱ ବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ହରିହର ହୋତା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୂଳପତି ଓ ପ୍ରଫେସର ଗୋବିନ୍ଦ ଜେ,ଚକ୍ରପାଣି ପ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଏହି ସଂକ୍ରାନ୍ତରେ ରାଜ୍ୟପାଳ ଭବନରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

Share

Leave a Reply

Your email address will not be published. Required fields are marked *

10 − 1 =