ହସ୍ପିଟାଲକୁ ରୋଗୀଙ୍କ ପାଇଁ ମାଗଣା ବସ

ମାଲକାନଗିରି() ମାଲକାନଗିରିରେ ରୋଗୀ ମାନଙ୍କ ପାଇଁ ମାଗଣା ବସ ବ୍ୟବସ୍ଥା ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏହି ମାଗଣା ବସ ସେବାକୁ ଉଦଘାଟନ କରିଛନ୍ତି । ଗୁରୁପି୍ରୟା ଓ ମୋଟୁ ଅଂଚଳରୁ ମାଗଣାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଏହି ବସରେ ମାଗଣାରେ ନିଆଯିବାର ବ୍ୟବସ୍ଥା କରାଯାଇଛି । ରୋଗୀ ମାନଙ୍କ ପାଇଁ ଏଭଳି ମାଗଣା ବସ ସେବା ପ୍ରଥମ କରି ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

eight + seven =