୯୦ଦିନର ରୋଷେଇ ଖର୍ଚ୍ଚ ପିଲାଙ୍କ ଆକାଉଣ୍ଟକୁ ଯିବ

ଭୁବନେଶ୍ୱର() ପିଲାଙ୍କ ଆକାଉଣ୍ଟକୁ ଯିବ ରୋଷେଇ ଖର୍ଚ୍ଚ । ଏନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନୋଡ଼ାଲ ଅଫିସର । ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ପିଲାଙ୍କ ଆକାଉଣ୍ଟକୁ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ୯୦ଦିନର ରୋଷେଇ ଖର୍ଚ୍ଚ ଆକାଉଣ୍ଟକୁ ପଠାଯିବ । ପ୍ରାଥମିକ ଛାତ୍ରଙ୍କ ଆକାଉଣ୍ଟକୁ ୪୭୯ଟଙ୍କା ପଠାଯିବ । ସେହିପରି ଉଚ୍ଚପ୍ରାଥମିକ ଛାତ୍ରଙ୍କ ଆକାଉଣ୍ଟକୁ ୭୧୭ଟଙ୍କା ପଠାଯିବ ।

Share

Leave a Reply

Your email address will not be published. Required fields are marked *

five × two =