ଭୁବନେଶ୍ୱର ଷ୍ଟେସନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର () ଭୁବନେଶ୍ୱର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ରେଳଷ୍ଟେସନର ୱେଟିଂ ରୁମରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ପ୍ରକୃତ କାରଣ ଜଣା ପଡିନି। ଅଗ୍ନିକାଣ୍ଡ ଘଟିବାର ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + nine =