ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜରେ ଗୋଟିଏ ଜାଗାରେ ଲାଗିଛି ନିଆଁ । ଗତକାଲି ଅଭୟାରଣ୍ୟର ୬ ଟି ଜାଗାରେ ନିଆଁ ଲାଗିଥିଲ । ଗତକାଲି ମୋହନପୁର ଓ କେନ୍ଦୁମୁଣ୍ଡି ରେଞ୍ଜରେ ଲାଗିଥିବା ନିଆଁ ଲିଭିଯାଇଥିବା ବେଳେ ଆଜି ଚହଲ ରେଞ୍ଜରେ ନିଆଁ ଲାଗିଛି । ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବା ସହିତ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାରୁ ନିଆଁ ଲିଭାଇବା ପାଇଁ ସମସ୍ୟା ହେଉଥିବା କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

7 + seven =