ବିଶ୍ୱବିଦ୍ୟାଳୟ ଭୟାଭୟ ଅଗ୍ନିକାଣ୍ଡ

ଭୁବନେଶ୍ୱର() ଉକ୍ରଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ହଲରେ ନିଆଁ ଲାଗିଥିବା ଖବର ମିଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସିଣ୍ଡିକେଟ ବୈଠକ ପରେ ପରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ କ୍ଷୟକ୍ଷତିର ସୂଚନା ମିଳି ନାହିଁ ।

Share

Leave a Reply

Your email address will not be published. Required fields are marked *

ten − 1 =