ଚାଲିଛି ଛେରା ପହଁରା

ପୁରୀ: ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା , ଘୋଷଯାତ୍ରା। ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜଗତଗୁରୁ ଶଙ୍କରାଚାର‌୍ୟ୍ୟ ଓ ଗଜପତି ମହାରାଜା ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଆରମ୍ଭ ହୋଇଛି ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା। ଗୋଟିଏ ପରେ ଗୋଟିଏ ରଥରେ ରାଜା ବେଶରେ ଗଜପତି ଛେରା ପହଁରା କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

13 + six =