ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ

ଭୁବନେଶ୍ୱର: ସୁସ୍ଥ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ମାଣିକେଶ୍ୱରୀଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ଦୀପ ଜାଳିଥିବାରୁ ମୁଁ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ମୋର ଶୁଭେଚ୍ଛୁମାନଙ୍କୁ ହୃଦୟରୁ ଧନ୍ୟବାଦ ବୋଲି କହିଛନ୍ତି ପ୍ରଦୀପ୍ତ । ଏହାସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି । କୋଭିଡ ପଜିଟିଭ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଚିନ୍ତିତ ଥିଲେ । ମୋ ପରିବାର ସହ ମୋ ଦଳ ମଧ୍ୟ ଚିନ୍ତିତ ଥିଲେ । ହେଲେ ମୁଁ ଧିରେ ଧିରେ ସୁସ୍ଥ ହେଉଛି କହିଛନ୍ତି ପ୍ରଦୀପ୍ତ ନାୟକ ।

Share

Leave a Reply

Your email address will not be published. Required fields are marked *

eighteen − 7 =