ଆସୁଛି ନୂଆ ଗେମ୍ FAU-G

ନୂଆଦିଲ୍ଲୀ()   ପବ-ଜି ବ୍ୟାନ ହେବା ପରେ ପ୍ରତି ବଦଳରେ ସେହିପରି ଆଉ ଏକ ନୂଆ ଗେମ୍ ଆସୁଛି । ଯାହାର ନାମ ରହିଛି FAU-G।  ଏହି ଗେମରେ ପବ-ଜି ଭଳି ଆନନ୍ଦ ନେଇପାରିବେ ଖେଳାଳି । ଏହାସହ ଖେଳାଳି ଭାରତର ସୈନିକ ବଳିଦାନର କାହାଣୀ ବି ଜାଣିପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଆହ୍ୱାନକୁ ସମର୍ଥନ ଜଣାଇ ଏହା ଘୋଷଣା କରିଛନ୍ତି । ସେଥିରୁ ଅର୍ଜିତ ଅର୍ଥରୁ ୨୦ ପ୍ରତିଶତ ଭାରତ କେ ଭିର୍ ଟ୍ରଷ୍ଟକୁ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

4 + 10 =