କୃଷି ଆନୁସଙ୍ଗିକ ବ୍ୟବସାୟ ଅନୁଷ୍ଠାନକୁ ଗ୍ରୀନ ସିଗନାଲ୍‌

ଭୁବନେଶ୍ୱର: ଔଷଧ ଦୋକାନ ଭଳି ସବୁ ସମୟରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବସାୟ ପ୍ରତିଷ୍ଠାନ । ଏହି ଦୋକାନ ଉପରେ କୌଣସି କଟକଣା ଲାଗିବନି । ଉଭୟ ଲକଡାଉନ ଓ ସଟଡାଉନ୍ରେ ବିହନ, ସାର, କୃଷି ଉପକରଣ ଓ କୃଷି ଯନ୍ତ୍ରପାତି ଦୋକାନ ଖୋଲା ରହିବ । ଚାଷୀମାନେ ଚାଷକାର‌୍ୟ୍ୟ ସହ କୃଷିଜାତ ଦ୍ରବ୍ୟର ବିକ୍ରି କରିପାରିବେ । ଏହାସହ କୃଷି ଉପକରଣର ଯାତାୟତ ବିନା ବାଧାବିଘ୍ନରେ କରିପାରିବେ ବୋଲି କହିଛନ୍ତି ରିଲିଫ୍ କମିଶନର।

Share

Leave a Reply

Your email address will not be published. Required fields are marked *

thirteen − 8 =