ଅକ୍ଟୋବର ପହିଲାରୁ ରାଜ୍ୟରେ ବଢିବ ବିଜୁଳି ଦର

ଭୁବନେଶ୍ୱର()  ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ବଢ଼ିବ । ୟୁନିଟ ପିଛା ବିଜୁଳି ଦର ୨୦ ପଇସା ବଢ଼ାଇବାକୁ ଓଇଆରସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୃଷକ ଓ ବିପିଏଲ ଶ୍ରେଣୀର କୁଟୀର ଜ୍ୟୋତି ଗ୍ରାହକଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଦରଧାର୍ଯ୍ୟ ଶୁଣାଣି ବେଳେ ନିଅଣ୍ଟ ଭରଣା ଦାବି କରିଥିଲା ଗ୍ରୀଡ଼କୋ । ୬୬୦ କୋଟିର ନିଅଣ୍ଟ ଭିତ୍ତିରେ ୩୪୧ କୋଟିର ଭରଣା ପାଇଁ ମଞ୍ଜୁରି ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ମାସରେ ହେବାକୁ ଥିବା ଦର ନିର୍ଦ୍ଧାରଣ କୋଭିଡ଼ ପାଇଁ ସ୍ଥଗିତ ଥିଲା ।

Share

Leave a Reply

Your email address will not be published. Required fields are marked *

fourteen − 12 =