ପଚତୁର୍ଥ ପର୍ୟ୍ୟାୟ ପାଇଁ ଶେଷ ହେଲା ପ୍ରଚାର

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ସମୟ । ବାକି ରହିଲା ଜନତାଙ୍କ ମତ । ଆସନ୍ତା ୨୯ ରେ ରାଜ୍ୟରେ ଶେଷ ପର୍ୟ୍ୟାୟ ନିର୍ବାଚନ । ୬ ଲୋକସଭା ଓ ୪୧ ବିଧାନସଭା ପାଇଁ ହେବ ମତଦାନ । ତେବେ ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ସହ ପୁରା ଦମ ଲଗାଇ ଜୋରଦାର ପ୍ରଚାର କରିଛନ୍ତି ରାଜନୈତିକ ଦଳର ପ୍ରାର୍ଥୀ ।ଆଜିଠାରୁ ଆରମ୍ଭ ହୋଇଛି ୪୮ ଘଂଟିଆ ନୀରବ ମୁହୂର୍ତ୍ତ ।ଏହି ପର୍ୟ୍ୟାୟର ନିର୍ବାଚନ ପାଇଁ ଆଜି ରାଜନୈତିକ ନେତାମାନେ ନିର୍ବାଚନ ପ୍ରଚାର ଶେଷ କରିଥିବା ବେଳେ ନିର୍ବାଚନ କମିସନ ଅଧିକ ତତ୍ପର ଦେଖାଯାଇଛନ୍ତି।

Share

Leave a Reply

Your email address will not be published. Required fields are marked *

19 + 17 =