ମତଦାନ ଦିନ ସରକାରୀ କାର୍ୟ୍ୟାଳୟ ଛୁଟି

ମତଦାନ ଦିନ ସରକାରୀ କାର୍ୟ୍ୟାଳୟ, ମାଜିଷ୍ଟେରିଆଲ୍ କୋର୍ଟ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ଇନ୍ଷ୍ଟିଚ୍ୟୁସନ୍ ବନ୍ଦ ରହିବ। ଯେଉଁ ପର୍ୟ୍ୟାୟରେ ଯେଉଁ କ୍ଷେତ୍ରରେ ମତଦାନ ଥିବା, ସେହିଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଲାଗୁ ହେବ। ଲୋକସଭା ସଂଲଗ୍ନ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଛୁଟି ଲାଗୁ ହେବ।

ଆସନ୍ତା ୧୧ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାରେ ମତଦାନ ହେବ। ତେଣୁ ଏହି ଜିଲ୍ଲା ଗୁଡ଼ିକରେ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ ରହିବ। ସେହିପରି ୧୮ , ୨୩ ଏବଂ ୨୯ ତାରିଖ ଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା ଲାଗୁ ହେବ।

Share

Leave a Reply

Your email address will not be published. Required fields are marked *

fourteen + three =