ରାଜ୍ୟରେ ଇସିଏମଓ ଚିକତ୍ସାର ସୁବିଧା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଜଟିଳତା ବଢିବାରେ ଲାଗିଛି ଏବଂ ଏହାରି ମଧ୍ୟରେ ଗୁରୁତର କରୋନା ରୋଗୀଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଛି । ହେଲେ ଆମ ରାଜ୍ୟରେ ଇକମୋ ଚିକିତ୍ସାର ବ୍ୟବସ୍ଥା ନଥିବାରୁ ଏହି ବ୍ୟୟ ବହୁଳ ଚିକିତ୍ସବା ପାଇଁ ରାଜ୍ୟ ବାସୀଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।

ସେ କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

Share

Leave a Reply

Your email address will not be published. Required fields are marked *

sixteen − five =