4 ଜିଲ୍ଲାରେ ଭୂକମ୍ପ ଝଟକା

ଚାରି ଜିଲ୍ଲାରେ ମୃଦୁ ଭୂକମ୍ପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା 19 ମିନିଟରେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗଞ୍ଜାମ ଓ ନୟାଗଡର ମଧ୍ୟସ୍ଥଳ ଥିଲା ।

Share

Leave a Reply

Your email address will not be published. Required fields are marked *

seventeen + 4 =