ରାତି ୧୨ଟା ଯାଏଁ ଚାଲିବ ମେଲୋଡି କାର୍ୟ୍ୟକ୍ରମ

 ଭୁବନେଶ୍ବର()  ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଲାଇଟ୍ ରେ ଝଲସୁଛି ପୂଜା ମଣ୍ଡପ । ରାଜଧାନୀରେ ଏଥର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଚଳିତ ଥର ଦୁର୍ଗାପୂଜା ପୂଜା ପାଇଁ ରାତି ୧୨ଟା ପର୍ୟ୍ୟନ୍ତ ଟ୍ୱିନ ସିଟିରେ ମୋଲୋଡ଼ି ଚାଲି ପାରିବ ବୋଲି ପୋଲିସ କମତିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଭସାଣୀ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + twenty =