ସ୍ତ୍ରୀକୁ ୩୦୦ ଖଣ୍ଡ କାଟି ଟିଫିନରେ ରଖିବା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ

ଭୁବନେଶ୍ୱର() ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନରେ ରଖିବା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ । ଦୋଷୀ ସ୍ୱାମୀକୁ ଆଜୀବନ ଦଣ୍ଡାଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୋ÷ରା ଜର୍ଜ ।

ସୂଚନା ଅନୁସାରେ, ୨୦୧୩ ଜୁନ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ଘଟିଥିଲା ଏହି ହତ୍ୟାକାଣ୍ଡ । ନିଜ ସ୍ତ୍ରୀ ଉଷସୀ ପରିଡାଙ୍କୁ ଜଘନ୍ୟ ହତ୍ୟା କରିଥିଲେ ସୋମନାଥ । ସ୍ତ୍ରୀର ଶରୀରକୁ ଖଣ୍ଡ ଖଣ୍ଡ କରି ୩୦୦ ଖଣ୍ଡ କରି ଟିଫିନ ଭିତରେ ରଖିଥିଲେ ସୋମନାଥ । ଦେହାବଶେଷ ସହ ୨୦ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । ୭୧ ବର୍ଷରେ ସୋମନାଥଙ୍କ ଜଘନ୍ୟ କାଣ୍ଡ ଚାଂଚଲ୍ୟ ସୃଷ୍ଟି କରିଥିଲା ।

Share

Leave a Reply

Your email address will not be published. Required fields are marked *

two × 5 =