ଭାରତୀୟ ନାଗରିକଙ୍କ ଉପରେ CAAର ପ୍ରଭାବ ପଡ଼ିବନି: ନବୀନ

ଭୁବନେଶ୍ୱର() ଏନଆରସିକୁ ସମର୍ଥନ କରିବନି ବିଜେଡି । ଏନେଇ ଦଳର ଆଭିମୁଖ୍ୟ ସ୍ୱଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଭାରତୀୟ ନାଗରିକଙ୍କ ଉପରେ CAAର କିଛି ପ୍ରଭାବ ପଡ଼ିବନି। CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ ସମର୍ଥନ କରୁନାହୁଁ। NRCକୁ ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ତାର ଅଭିମୁଖ୍ୟ ସ୍ପଷ୍ଟ କରିଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଶାନ୍ତି ବଜାୟ ରଖନ୍ତୁ।”

Share

Leave a Reply

Your email address will not be published. Required fields are marked *

1 × four =