ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ: ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର() ଆଜି ସାମ୍ବାଦିକ ସମ୍ମିଳନୀ କରି ଶାହଙ୍କ ଓଡ଼ିଶାକୁ ପ୍ରଶଂସା, ଦୁଷ୍କର୍ମ, କୃଷି କ୍ଷେତ୍ରର ବିକାଶ ଆଦି ଅନେକ ପ୍ରସଙ୍ଗରେ ପ୍ରତିକି୍ରୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ସିଂ ମିଶ୍ର ।
ସେ କହିଛନ୍ତି, ଖୁବ ଶୀଘ୍ର କିଛି ଜେଲରେ video conferencing ବ୍ୟବସ୍ଥାରୁ electronic technique ଆରମ୍ଭ ହେବ।

 

ଅନ୍ୟପଟେ SIଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ SDPO ତଦନ୍ତ କରୁଛନ୍ତି। ତାଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ସେପଟେ ଗତକାଲି ତଥା ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହା ଓଡିଶାର ପ୍ରଶଂସା କରିଥିଲେ ବିପର୍ଯ୍ୟୟ ମୁକାବିଲା କାଇଁ ଶାହା ଓଡିଶାକୁ ପ୍ରଶଂସା କରିଥିଲେ । ଏନେଇ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ମୁଁ ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଯାହାଙ୍କ ନିର୍ଦେଶରେ disaster response team ଗଠନ ହୋଇଛି। ସେମାନେ ବହୁତ ଭଲ କାମ କରିଛନ୍ତି ହୋଇଛି । ଯାହା ଫଳରେ ଧନଜୀବନ ସୁରକ୍ଷିତ ହୋଇଛ ଓ ୧୯୯୯ ମହାବାତ୍ୟା ତୁଳନାରେ ଜିରୋ casualty ମୂଳମନ୍ତ୍ର ନେଇ ଆଗେଇଛି ଓଡ଼ିଶା।

Share

Leave a Reply

Your email address will not be published. Required fields are marked *

5 × four =