ଡିଏଫଓ ମାନିଲେ ତାଙ୍କର ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ନାହିଁ

ପାରଳାଖେମୁଣ୍ଡି: ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା କହିଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତେବେ ଅନେକ ତଥ୍ୟ ମିଳିଥିବା ବେଳେ ଏବେ କୌଣସି ତଥ୍ୟ ଦେଇ ହେବନାହିଁ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଡିଏଫଓଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା କହିଛନ୍ତି ଅଧିକାରୀ । ସଂଗ୍ରାମକେଶରୀ କହିଛନ୍ତି କି ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ପୂର୍ବରୁ କେବେ ଦେଖିନଥିବା ମଧ୍ୟ କହିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ କଣ ହେବ ତାଉପରେ ରହିଛି ସମସ୍ତଙ୍କ ନଜର । ଜେରା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ଡିଏଫଓ । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବାସ ଭବନରେ ଛଡ଼ାଯାଇଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

2 × 1 =