ଦଇତାପତି ନିଯୋଗ କର୍ମକର୍ତା ନିର୍ବାଚନ

ଶ୍ରୀ ମନ୍ଦିର ଦଇତାପତି ନିଯୋଗର କର୍ମକର୍ତା ନିର୍ବାଚନ ଚୂଡାନ୍ତ ହୋଇଛି । ଏଥିରେ ସଭାପତି ଭାବେ ରବୀନ୍ଦ୍ର ଦାସ ମହାପାତ୍ର ମନୋନୀତ । ଦୁର୍ଗାପ୍ରସାଦ ଦାସ ମହାପାତ୍ର ସଂପାଦକ ଓ ଚନ୍ଦ୍ରଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଉପସଭାପତି ଭାବେ ସୂର୍ୟ୍ୟସ୍ୱାଇଁ ମହାପାତ୍ର ଓ ଅମିତ କୁମାର ଦାସ ମହାପାତ୍ର ସହ-ସଂପାଦକ ମନୋନୀତ ହୋଇଛନ୍ତି । ଏହି ନିଯୋଗରେ ୧୫ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ଅଛନ୍ତି । ୧୨୦ ଜଣ ଦଇତାପତିଙ୍କ ମଧ୍ୟରୁ ୧୦୫ ଜଣ ମତଦାନ କରିଥିଲେ ଏବଂ ଏହି ନିର୍ବାଚନ ସର୍ବସମ୍ମତି କ୍ରମେ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

1 + ten =