ବାଣ ଫୁଟାଇ ୨୩୦ ଲୋକ ଦଣ୍ଡିତ

କଟକ ଭୁବନେଶ୍ୱର ଟୁଇନ ସିଟିରେ ବାଣ ଫୁଟାଇ ୨୩୦ ଜଣ ଜରିମାନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ ଜଣଙ୍କୁ କୋର୍ଟ ଚାଲାଣ କରିବା ପାଇଁ ସୁପାରିଶ କରାଯାଇଛି । ସୁପ୍ରିମକୋର୍ଟର ଗାଇଡ୍ ଲାଇନକୁ ଉଲଙ୍ଘନ କରି ଟୁଇନ ସିଟିରେ ବାଣ ଫୁଟାଇବା ଦ୍ୱାରା ପୋଲସ କାର୍ଯ୍ୟନୁଷ୍ଠାନ ହୋଇଥିଲା । ପୋଲିସର ଏହି କାର୍ଯ୍ୟନୁଷ୍ଠାନ ଫଳରେ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × five =