ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁରେ ଫେକ୍ ଆକାଉଣ୍ଟ

ଭୁବନେଶ୍ୱର() ଅନଲାଇନ୍ ଠକେଇ ମାମଲା ଧିରେ ଧିରେ ବଢିବାରେ ଲାଗିଛି । । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି । ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଚାଟ କରି ଟଙ୍କା ମାଗୁଛନ୍ତି ଦୁବୃର୍ତ୍ତ । ପୂର୍ବରୁ ଗୁଇନ୍ଦା ଡିଆରଜିଙ୍କ ନାଁରେ ମଧ୍ୟ ଖୋଲାଯାଇଥିଲା ଫେକ୍ ଆକାଉଣ୍ଟ । ତେବେ ହିନ୍ଦୀ ଭାଷାରେ ଚାଟ୍ କରୁଥିବା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ । ଗୁଗୁଲ ପେ’ରେ ଟଙ୍କା ଦେବା ପରେ ସ୍କ୍ରିନସଟ୍ ଦେବା ପାଇଁ କହିବା ସହ ସକାଳ ୧୦ଟା ବେଳକୁ ଫୋନ କରିବାକୁ କହିଥିଲା ଦୁର୍ବୃତ୍ତ ।

Share

Leave a Reply

Your email address will not be published. Required fields are marked *

fifteen − ten =