ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ହଜାର ୬୬୨କୁ ବୃଦ୍ଧି ପାଇଥିବା ବେଳେ ୧୭ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩୯ହଜାର ୮୩୪ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୩୧, ଗୁଜୁରାଟରେ ୪୪୯, ମଧ୍ୟପ୍ରଦେଶରେ ୨୦୦, ଦିଲ୍ଲୀରେ ୬୮ ଓ ରାଜସ୍ଥାନରେ ୧୦୧ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty − 3 =